ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ସମ୍ପାଦନା

ବ୍ୟଞ୍ଜନ ବର୍ଣ୍ଣମଳାର ପଞ୍ଜବିଂଶ ବର୍ଣ୍ଣ , ପ ବର୍ଗର ପଞ୍ଚମ ବର୍ଣ୍ଣ (ଏହା ଅନୁନାସିକ ବର୍ଣ୍ଣ ଓ ଓଷ୍ଠ୍ୟ ବର୍ଣ୍ଣ) —The ୨୫th consonant corresponding to 'M' of the English alphabet.

ବିଶେଷ୍ୟ - (ମା ଧାତୁ=ପରିମାଣ କରିବା+କର୍ତ୍ତୃ. ଅ) ସମ୍ପାଦନା

୧. ଯମ —୧. God of death
୨. (+କରଣ. ଅ) ସମୟ —୨. Time.
୩. (+କର୍ତ୍ତୃ. ଅ)ବିଷ୍ଣୁ —୩. Bishṇu, the God of preservation.
୪. ଶିବ —୪. Ṡiba, the God of destruction.
୫. ବ୍ରହ୍ମା —୫. Brahmā, the God of creation.
୬. ଚନ୍ଦ୍ର —୬. Moon.
୭. (+କର୍ମ ଅ) ସୌନ୍ଦ୍ୟର୍ଯ୍ୟ —୭. Beauty.
୮. ବିଷ —୮. Poison.
୯. ମୁଖ —୯. Mouth.
୧. (+କର୍ତ୍ତୃ. ଅ) ମନୁଷ୍ୟ — ୧୦. Man.

[ଦ୍ରଷ୍ଟବ୍ୟ —ଭାଷାର ଅନେକ ଗୁଡୢଏ ଧ୍ୱନ୍ୟନୁକରଣ ଅବ୍ୟୟ ଶବ୍ଦ ଏହି ଅକ୍ଷରଦ୍ୱାରା ନିଷ୍ପନ୍ନ ହୋଇଅଛି ଯଥା—କମ୍କମ୍, ଘମ୍ଘମ୍, ଝମ୍ଝମ୍, ଝମର ଝମର ମକ୍ମକ୍, ମଟ୍ମଟ୍, ମଚ୍ମଚ୍, ମଡ଼୍ମଡ଼୍, ଢମ୍ଢ଼ମ୍, ତମ୍ତମ୍, ଦମ୍ଦମ୍, ଦୁମ୍ଦାମ୍, ମିଟିମିଟି, ଝୁମୁଝୁମୁ ଇତ୍ୟାଦି]

ଦେଶଜ - ଅ ସମ୍ପାଦନା

ନିମ୍ନଲିଖିତ ସ୍ଥଳମାନଙ୍କରେ ବ୍ୟବହୃତ ହୁଏ — An interjection used in the following cases.

୧. ସମ୍ୱୋଧନ —୧. In addressing a person.
୨. ବାକ୍ୟ ସମାପ୍ତି —୨. Incompleting. a sentence.
୩. ବାକ୍ୟର ବିଶିଷ୍ଟତା ଦ୍ୟୋତକ — ୩. In emphasising a sentence.
୪. ଅନାଦରାର୍ଥକ —୪. Expressing disregard.
୫. ବିସ୍ମୟ, ସନ୍ଦେହ ବା ଆଶ୍ଚର୍ଯ୍ୟ ବ୍ୟଞ୍ଜକ —୫. In expressing surprise, doubt or wonder.

[ଦ୍ରଷ୍ଟବ୍ୟ —'ମ' ସମ୍ୱୋଧନରେ ବ୍ୟବହୃତ ହେଲେ ସମ୍ୱୋଧିତ ବ୍ୟକ୍ତିର ପରେ ବସେ; ଯଥା—ରାମ ମ; କିନ୍ତୁ ଶବ୍ଦର ପୂର୍ବରେ ଓ ପରେ 'ହେ' ବସେ, ଯଥା—ହେ ରାମ, ରାମ ହେ]