ଭ(ରୋ)ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଭୃ ଧାତୁ) ସମ୍ପାଦନା

କୌଣସି ପଦାର୍ଥଦ୍ୱାରା ପରିପୂର୍ଣ୍ଣ —Filled up.

(ଯଥା—ସେ ଡ଼ଙ୍ଗା ଧାନରେ ଭରଟ ହୋଇଅଛି)