ଭୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରାଚୀନ ଜଳଯାନ ବିଶେଷ (ଜଗବନ୍ଧୁ ପ୍ରାଚୀନ ଉତ୍କଳ) —A kind of amcient boat or ship.

ବୈଦେଶିକ - ଅ—(ହିନ୍ଦି ଭୈୟ; ସଂସ୍କୃତ - ଭ୍ରାତଃ) ସମ୍ପାଦନା

ହେ ଭାଇ ! — Oh, brother !

ପ୍ରାଦେଶିକ - (ଗଡ଼ଜାତ)—ବି (ସଂ ଭୟ) ସମ୍ପାଦନା

କୌଣସି ଅଞ୍ଚଳରେ ବାଘଆଦି ମାରିବା ଯୋଗୁଁ ସେ ଅଞ୍ଚଳବାସୀ ଲୋକଙ୍କର ବା ସେ ବାଟେ ଯିବା ଲୋକଙ୍କ

ମନରେ ତଜ୍ଜନିତ ଅନିଷ୍ଟାଶଙ୍କା (ଯଥା—ଜଙ୍ଗଲ ବାଟରେ ବାଘ ଭୟା) —Risk of danger from wild animals (in a tract visited or infested by a tiger or other wild animal.)