ଭୟା
ଭୟା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଭୟା
|
ଦେଶଜ - ବିଶେଷ୍ୟ -
ସମ୍ପାଦନାପ୍ରାଚୀନ ଜଳଯାନ ବିଶେଷ (ଜଗବନ୍ଧୁ ପ୍ରାଚୀନ ଉତ୍କଳ) —A kind of amcient boat or ship.
ବୈଦେଶିକ - ଅ—(ହିନ୍ଦି ଭୈୟ; ସଂସ୍କୃତ - ଭ୍ରାତଃ)
ସମ୍ପାଦନାହେ ଭାଇ ! — Oh, brother !
ପ୍ରାଦେଶିକ - (ଗଡ଼ଜାତ)—ବି (ସଂ ଭୟ)
ସମ୍ପାଦନାକୌଣସି ଅଞ୍ଚଳରେ ବାଘଆଦି ମାରିବା ଯୋଗୁଁ ସେ ଅଞ୍ଚଳବାସୀ ଲୋକଙ୍କର ବା ସେ ବାଟେ ଯିବା ଲୋକଙ୍କ
ମନରେ ତଜ୍ଜନିତ ଅନିଷ୍ଟାଶଙ୍କା (ଯଥା—ଜଙ୍ଗଲ ବାଟରେ ବାଘ ଭୟା) —Risk of danger from wild animals (in a tract visited or infested by a tiger or other wild animal.)