ଭ୍ରୂକ୍ଷେପ
ଭ୍ରୂକ୍ଷେପ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭ୍ରୁ +କ୍ଷେପ) ସମ୍ପାଦନା
- ୧. ଭ୍ରଭଙ୍ଗ; ଭ୍ରୁଚାଳନ —୧. Look; glance; a cast of the eyebrows (for an expressive look)
- ୨. ସଙ୍କେତ ଜ୍ଞାପନାର୍ଥେ ଭ୍ରୂର ତିର୍ଯ୍ୟକ୍ ଚାଳନା — ୨. Sidelong glance indicating some sign.
- ୩. (ଲକ୍ଷଣାର୍ଥ) ସମ୍ମନ ଖାତିର —୩. (figurative) Regard; respect.