ଭ୍ରମରୀ ଫୁଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ଭଅଁର ଆକାରର କାନଫୁଲ — An ornament or ring for the ear resembling a black bee.

[ ଉ—କର୍ଣ୍ଣେ ତାଟଙ୍କ ଭ୍ରମରୀ ଫୁଲ ଶୋହେ—ଦୀନକୃଷ୍ଣ ରସକଲ୍ଲୋଳ ]