ଭୋଟିଆ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଭୋଟୀୟ)

ସମ୍ପାଦନା
୧. ଭୋଟା (ଦେଖ) - — ୧. Bhoṭā (See).
୨. ଭୁଟାନ୍ ଦେଶୀୟ — ୨. Belonging to the country of Bhuṭān.

(ଯଥା—ଭୋଟିଆ ଟାଙ୍ଗଣ= ଘୋଡ଼ା)

ବିଶେଷ୍ୟ -

ସମ୍ପାଦନା
୧. ଭୁଟାନ— ଦେଶବାସୀ ଜାତିବିଶେଷ —୧. People of the Bhuṭān country.
୨. ଏହି ଜାତିର କଥିତ ଭାଷା — ୨. The vernacular of the Bhutanese people.

[ଦ୍ରଷ୍ଟବ୍ୟ —ଏ ଭାଷା ତିବ୍ୱତ, ଭୁଟାନ, କାଶ୍ମୀର, ସିକିମ୍ ଓ ଦାର୍ଜିଲିଙ୍ଗରେ କଥିତ ହୁଏ ]