ଭୋଟାଙ୍ଗ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଭୋଟ+ଅଙ୍ଗ; ତିବ୍ୱତ ଦେଶର ଅଙ୍ଗ)

ସମ୍ପାଦନା

ଭୁଟାନ୍ ଦେଶ; ଭାରତରେ ଉତ୍ତର ପ୍ରାନ୍ତବର୍ତ୍ତୀ ନେପାଳ ନିକଟସ୍ଥ ସ୍ୱାଧୀନ ରାଜ୍ୟ —Bhuṭān; name of a free state in the north of India near Nepal.