ଭୋଜି ପତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭୋଜ ରାଜ, ଭୋଜାଧିପଅନ୍ୟରୂପ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

[[]] ୧ ସଂସ୍କୃତ ସାହିତ୍ୟର ଅନୁରାଗୀ, କବିମାନଙ୍କର ପୃଷ୍ଠ— ପୋଷାକ ଓ ଇନ୍ଦ୍ରଜାଲ ବିଦ୍ୟାର ପ୍ରବର୍ତ୍ତକ ମାଳବର ପ୍ରସିଦ୍ଧ ରାଜା; ଭୋଜ ]] ୨ (ଦେଖ) - — ୧. Name of a famous king of Malwa country.

[ଦ୍ରଷ୍ଟବ୍ୟ —ମାଦଳା ପାଞ୍ଜି ଜଣାଯାଏ ଯେ ଏ କାଠଦ୍ୱାରା ଜଳଯାନ ପ୍ରସ୍ତୁତ କରାଇଥିଲେ କି ପ୍ରକାର କାଠ କେଉଁ କାର୍ଯ୍ୟର ଉପଯୋଗୀ ଏହା ମଧ୍ୟ ତାଙ୍କୁ ଜଣା ଥିଲା ଏ ଜାହାଜ ପ୍ରସ୍ତୁତ କରିବାର ନିୟମାବଳୀ ଲିପିବଦ୍ଧ କରି'ଯୁକ୍ତି କଳ୍ପତରୁ' ନାମକ ପୁସ୍ତକ ସୃଂସ୍କୃତ ଭାଷାରେ ପ୍ରଣୟନ କରିଥିଲେ ଏ ପୁସ୍ତକର ବିଷୟକୁ ଗ୍ରହଣ କରି ଅଧ୍ୟାପକ ରାଧାକୁମୁଦ ମୁଖର୍ଯି Indian Shipping ଅର୍ଥାତ୍ ଭାରତରେ ଜାହା଼ଜ ତିଆରି ନାମକ ପୁସ୍ତକ ଇଂରାଜୀ ଭାଷାରେ ଲେଖି ଅଛନ୍ତି ଜଗବନ୍ଧୁ ପ୍ରାଚୀନ ଉତ୍କଳ ]

୨. କଂସ (ହିନ୍ଦୀ - ଶ) —୨. A name of kaṁsa.