ଭୋଗା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଧପ୍ପା; ପ୍ରତାରଣା; ଫାଙ୍କି; ପଟ୍ଟୀ —Cheating; deception; imposture.

ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -

ସମ୍ପାଦନା

ଚାଉଳଦୁଆ ବାଉଁଶିଆ — A basket used for washing rice.