ଭୋଗବଟା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ପ୍ରାଦେଶିକ - (୚ଞ୍ଜାମ) ବିଶେଷ୍ୟ -

ସମ୍ପାଦନା
୧. ବିଷୟାଦିରେ ବିଶେଷ ଜ୍ଞାନ — ୧. Intimate knowledge of a matter.
୨. ଅଭିଜ୍ଞତା; ପ୍ରବୀଣତା; ଅନୁଭବ — ୨. Experience.
୩. ବୈଷୟିକ ବିବରଣ — ୩. Material description.