ଭୋଗବଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (୚ଞ୍ଜାମ) ବିଶେଷ୍ୟ - ସମ୍ପାଦନା

୧. ବିଷୟାଦିରେ ବିଶେଷ ଜ୍ଞାନ — ୧. Intimate knowledge of a matter.
୨. ଅଭିଜ୍ଞତା; ପ୍ରବୀଣତା; ଅନୁଭବ — ୨. Experience.
୩. ବୈଷୟିକ ବିବରଣ — ୩. Material description.