ଭେଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଗଡ଼ଜାତ, ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ପିଣ୍ଡୂଳା; ଗୁଡ଼ଆଦିର ମେଞ୍ଚା —Lump; clod (of molasses).

ବିଶେଷଣ - ସମ୍ପାଦନା

୧. ସରୁ —୧. Fine.
୨. ଅସୁନ୍ଦର —୨. Ugly.

(ଉ—ମୂହଁଟି ସୁନ୍ଦର ଦେହଟି ଭେଲା ଢ଼ଗ)

୩. ଚେପ୍ଟା —୩. Flat.

ଗ୍ରାମ୍ୟ - (ଇତର) ଅ ସମ୍ପାଦନା

ଭଲା (ଦେଖ) - Bhalā (See)