ଭେରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଭୀ ଧାତୁ=ଭୀତ ହେବା+ରି;+ଈ) ସମ୍ପାଦନା

ଋଣ ଢ଼କ୍କା; ପଟହ —War drum.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ତୁରୀ; ବଡ଼ କାହାଳୀ —୧. A long trumpet.

[ଉ— ଭୂପତି ଇଙ୍ଗିତେ ଭୈରବେ ବାଜିଲା ସଙ୍କେତ ଭେରୀ ରାଧାନାଥ. ଉଷା] [ଦ୍ରଷ୍ଟବ୍ୟ —ଭେରିର ସଂସ୍କୃତ ଅର୍ଥ ଠାରୁ ଓଡ଼ିଆ ଭାଷାରେ ବ୍ୟବହୃତ ଅର୍ଥ (ତୁରୀ) ପୃଥକ ଅଟେ ହିନ୍ଦିରେ ଓ ବଙ୍ଗଳାରେ ଏହି ଶବ୍ଦ ସଂସ୍କୃତ ଭାଷାଗତ ଅର୍ଥ (ଢ଼କ୍କା)ରେ ବ୍ୟବହୃତ ହୁଏ]

୨. ଭେରୁ (ଦେଖ) - ୨. Bheru (See).