ଭେକଟା
ଭେକଟା
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ବେକଟ; ଭାକୁଟ)
ସମ୍ପାଦନାଭାକୁଡ଼ ମାଛ ଜାତୀୟ ବଡ଼ ଲୁଣୀ ମାଛ —A big salt-
ଅନୁବାଦ
ସମ୍ପାଦନାwater fish; Latis Calcarifer; Coius Vacti.
[ଦ୍ରଷ୍ଟବ୍ୟ —ଏମାନେ ସମୁଦ୍ରରେ ଥାଆନ୍ତି ଓ ନଈବଢ଼ି ସମୟରେ ନଈମୁହଁବାଟେ ମିଠା ପାଣିକୁ ଉଠି ଆସନ୍ତି; ଦୀର୍ଘରେ ୩ ୪: ହାତ ଲମ୍ୱ ହୁଅନ୍ତି ଭାକୁଡ଼ ମାଛଙ୍କ ଅପେକ୍ଷା ଏମାନଙ୍କ ମୁହଁ ଗୋଜିଆ ଓ ତଳ ଓଠ ବଡ଼; ପିଠି ଉପରର କଣ୍ଟା ଭାରୀ ଦାଢୁଆ [ ଉ—ଶଳ୍କାବୃତ ବପୁ ପ୍ରକଟେ ଭେକଟା ରାଧାନାଥ—ଚିକିକା ]
ଭେକଟା
ଉଚ୍ଚାରଣ
ସମ୍ପାଦନାଭେକଟିଆ, ଭେକଟାଳ ଅନ୍ୟରୂପ
(ଭେକଟୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବିକଟ)
ସମ୍ପାଦନା- ୧. ବିକଟ —୧. Fierce.
- ୨. କଦାକାର —୨. Ugly.