ଭୃଗୁକଚ୍ଛ
ଭୃଗୁକଚ୍ଛ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାହିନ୍ଦୁମାଙ୍କର ଏକ ପ୍ରସିଦ୍ଧ ପ୍ରାଚୀନ ତୀର୍ଥ, ଆଧୁନିକ ଭରୋଚ ବା ବ୍ରୋଚ —The Sanscrit name of Broacjh on the mouith of the Narbuda river in Bombay presidency.
[ ଦ୍ର—ଏହା ବୋମ୍ୱେ ପ୍ରଦେଶଭୁକ୍ତ, ନର୍ମଦା ନଦୀ କାମ୍ୱେ ଉପସାଗରରେ ପଡ଼ିଥିବା ମୁହାଣ ନିକଟରେ ଏ ନଗର ଅବସ୍ଥିତ ]