ଭୂମିଜ
ଭୂମିଜ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
(ଭୂମିଜା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଭୁମି+ଜନ୍+ଅ)
ସମ୍ପାଦନା- ୧. ଭୂମିରୁ ଉତ୍ପନ୍ନ — ୧. Produced from the earth.
- ୨. କ୍ଷେତ୍ର ଜାତ; କୃଷିଜାତ —୨. Produced from agriculture.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ମଙ୍ଗଳଗ୍ରହ — ୧. The planet Mars.
- ୨. ନରକାସୁର — ୨. The name of a demon.
- ୩. ସୁନା (ହିନ୍ଦୀ - ଶ) — ୩. Gold.
- ୪. ସୀସା (ହିନ୍ଦୀ - ଶ) —୪. Lead (metal).
ପ୍ରାଦେଶିକ - ଦେଶଜ -
ସମ୍ପାଦନା- ୧. ଭୁଇଁଆ ଜାତିର ଭାଷା (ସିଂହଭୂମ, ବୀରଭୂମ, ମୟୂରଭଞ୍ଜ ଅଞ୍ଚଳରେ ପ୍ରଚଳିତ) — ୨. Language spoken by the Bhuyañs in singbhum, Manbhum and Mayurbhanj.