ଭୂମିଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(ଭୂମିଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଭୁମି+ଜନ୍+ଅ) ସମ୍ପାଦନା

୧. ଭୂମିରୁ ଉତ୍ପନ୍ନ — ୧. Produced from the earth.
୨. କ୍ଷେତ୍ର ଜାତ; କୃଷିଜାତ —୨. Produced from agriculture.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ମଙ୍ଗଳଗ୍ରହ — ୧. The planet Mars.
୨. ନରକାସୁର — ୨. The name of a demon.
୩. ସୁନା (ହିନ୍ଦୀ - ଶ) — ୩. Gold.
୪. ସୀସା (ହିନ୍ଦୀ - ଶ) —୪. Lead (metal).

ପ୍ରାଦେଶିକ - ଦେଶଜ - ସମ୍ପାଦନା

୧. ଭୁଇଁଆ ଜାତିର ଭାଷା (ସିଂହଭୂମ, ବୀରଭୂମ, ମୟୂରଭଞ୍ଜ ଅଞ୍ଚଳରେ ପ୍ରଚଳିତ) — ୨. Language spoken by the Bhuyañs in singbhum, Manbhum and Mayurbhanj.