ଭୁରୁଶୁଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଆଳି) ବିଶେଷ୍ୟ - ସମ୍ପାଦନା

ଧାନ ଗଛର ରୋଗବିଶେଷ (ଏଥିରେ ଆକ୍ରାନ୍ତ ହେଲେ ଧାନଗଛରୁ ଫଳ ନ ଥିବା ଗୋଟିଏ କେଣ୍ଡା ବାହାରେ ଓ ଧାନ ଗଛ ମରିଯାଏ — A malady (blight) of the paddy plant wherby a bunch of grain without rice comes out and the plant dies shortly after.