ଭୁବନେଶ୍ୱର
ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ଶବ୍ଦଟି 'ଭୁବନ' ଓ 'ଇଶ୍ଵର' ଶବ୍ଦର ସମଷ୍ଟି । ଭୁବନ ଅର୍ଥ ଏ ସାରା ଜଗତ ଓ ଇଶ୍ଵର ଅର୍ଥ ଭଗବାନ ।ଭୁବନେଶ୍ୱର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭୁବନ+ଈଶ୍ୱର)
ସମ୍ପାଦନା- ୧. ଜଗଦୀଶ୍ୱର —୧. God.
- ୨. ଶିବ; ମହାଦେବ —୨. Ṡiba.
- ୩. ପୁରୀ ଜିଲ୍ଲାର ତୀର୍ଥବିଶେଷ — ୩. Name of a place of Hindu pilgrimage in the district of Puri in Orissa.
- ୪. ଭୁବନେଶ୍ୱରସ୍ଥ ଶିବ ଲିଙ୍ଗ; ଲିଙ୍ଗରାଜ —୪. Name of the image of Ṡiba at Bhubaneṡwara
[ଦ୍ରଷ୍ଟବ୍ୟ — ଲିଙ୍ଗରାଜ ମନ୍ଦିରର ପତ୍ତନ ରାଜା ଯଯାତି କିଶୋରୀ ପକାଇଥିଲେ ପରେ ଲଲାଟେନ୍ଦୁ କେଶରୀ ଏହି ମନ୍ଦିର— କାର୍ଯ୍ୟ ସମାପ୍ତି ଓ ଏହାର ପ୍ରତିଷ୍ଠା କଲ ଭୁବନେଶ୍ୱର ଓ ତନ୍ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଅନେକ ଉତ୍କୃଷ୍ଟ ଶିଳ୍ପକଳ ଓ କାରୁକାର୍ଯ୍ୟବିଶିଷ୍ଟ ମନ୍ଦିରମାନ ଅଛି ]
ଦେଶଜ - ବିଶେଷ୍ୟ -
ସମ୍ପାଦନାଲୋକଙ୍କ ନାମ — Name given to males.