ଭୁଜା
ଭୁଜା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -(ଭୁଜ ଧାତୁ+ କରଣ. ଅ+ଆ)
ସମ୍ପାଦନା- ୧. ବାହୁ (ହିନ୍ଦୀ - ଶ) — ୧. The arm.
- ୨. ହାତ —୨. The hand. (Apte).
- ୩. ସର୍ପର କୁଣ୍ଡଳ —୩. The coil of a snake (Apte) .
- ୪. ଗୁଡ଼ାଇବା —୪. Wind ing [Apte].
ଅନୁବାଦ
ସମ୍ପାଦନାଭୁଜା
|
ଦେଶଜ - ବି—(ସଂସ୍କୃତ - ଭୃଜ୍ ଧାତୁରୁ ନିଷ୍ପନ୍ନ ଭୃଷ୍ଟ)
ସମ୍ପାଦନାଭୃଷ୍ଟ ତଣ୍ଡୁଳ ଧାନ୍ୟାଦି; ମୁଢ଼ି ଉଖୁଡ଼ା — Fried rice or paddy; parched grain.
[ଦ୍ରଷ୍ଟବ୍ୟ — ଚୁଡ଼ା; ମୁଢ଼ି, ଚୁଡ଼ାଭଜା, ହୁଡ଼ୁମ୍ୱ ଆଦିକୁ ଭୁଜା ବୋଲାଯାଏ]
(ଉ— ଭୁଜା ବୋଲି ପିଠା ବୋଲି ଭାତ ତଳ, ଭାଇ ବୋଲ ବାପ ବୋଲ କାଚ ତଳ ଢଗ)
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -
ସମ୍ପାଦନାମୁଢ଼ି —Fried rice.
(ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଜଳଖିଆ —Luncheon.