ଭୁଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ଭୁଜ ଧାତୁ+ କରଣ. ଅ+ଆ) ସମ୍ପାଦନା

୧. ବାହୁ (ହିନ୍ଦୀ - ଶ) — ୧. The arm.
୨. ହାତ —୨. The hand. (Apte).
୩. ସର୍ପର କୁଣ୍ଡଳ —୩. The coil of a snake (Apte) .
୪. ଗୁଡ଼ାଇବା —୪. Wind ing [Apte].

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଭୃଜ୍ ଧାତୁରୁ ନିଷ୍ପନ୍ନ ଭୃଷ୍ଟ) ସମ୍ପାଦନା

ଭୃଷ୍ଟ ତଣ୍ଡୁଳ ଧାନ୍ୟାଦି; ମୁଢ଼ି ଉଖୁଡ଼ା — Fried rice or paddy; parched grain.

[ଦ୍ରଷ୍ଟବ୍ୟ — ଚୁଡ଼ା; ମୁଢ଼ି, ଚୁଡ଼ାଭଜା, ହୁଡ଼ୁମ୍ୱ ଆଦିକୁ ଭୁଜା ବୋଲାଯାଏ]

(ଉ— ଭୁଜା ବୋଲି ପିଠା ବୋଲି ଭାତ ତଳ, ଭାଇ ବୋଲ ବାପ ବୋଲ କାଚ ତଳ ଢଗ)

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ମୁଢ଼ି —Fried rice.

(ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଜଳଖିଆ —Luncheon.