ଭୁକିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ବୁକ୍କ୍ ଧାତୁ)

ସମ୍ପାଦନା
୧. (କୁକ୍କୁରଆଦି) ରଡ଼ି କରିବା —୧. To bark (said of dogs)
୨. ପାଟି କରି ରଡ଼ି କରିବା — ୨. To make a loud sound with the mouth.
୩. (ସଂସ୍କୃତ - ଫୁଟ ଧାତୁ) ଭେଦ କରିବା; ପ୍ରବେଶ କରିବା (ଯଥା ଗୋଡ଼ରେ କଣ୍ଟା ଭୁକିବା) —୩. To enter in to a thing by piercing; to penetrate.



ଭୁକିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ଭୁଜ ଧାତୁ)

ସମ୍ପାଦନା
୧. ଭୋଗ କରିବା — ୧. To enjoy.
୨. ମେଳ ଖାଇବା —୨. To coincide with; to tally with.
୩. ଖାପ ଖାଇବା —୩. To fit in.