ଭିତରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଦେଶଜ - କ୍ରି. ବିଣ; ଅବ୍ୟୟ (ସଂସ୍କୃତ - ଅଭ୍ୟନ୍ତର) ସମ୍ପାଦନା

୧. ଅନ୍ତଃସ୍ଥଳରେ —୧. Inside.

(ଉ<? ?>—ବାହାରେ


ସାରୁ ଭିତରେ ମାରୁ ଢଗ)

ଅନୁବାଦ ସମ୍ପାଦନା

୨. ଅନେକଙ୍କ ମଧ୍ୟରେ —୨. Amongst (many).

(ଉ — କୋଟିଏ ଭିତରେ ଗୋଟିଏ ମଣିଷ ଦେଖିଲିତ ନାହିଁ ଡୋଳେ ଢଗ)

୩. ହୃଦୟରେ; ମନରେ —୩. In the heart; mentally.
୪. ଦେହି;ଦ୍ୱାରା —୪. By.

(ଯଥା— ତୋ ଭିତରେ ଯାହା ହେବ ତାହା ତୁ କର)

୫. ଗୋପନରେ; ଗୁପ୍ତରେ; ଲୋକ ନୟନ ଅଗୋଚରରେ — ୫. Secretly.

(ଉ—ଦିହରେ ମାରିଛି ବହୁତ ଛାପ, ଭିତରେ କରୁଛି ଅପାର ପାପ ଢଗ)

୬. ସମୟର ସୀମା ମଧ୍ୟରେ — ୬. Within the time-limit of; during.

(ଉ—ତେତେବେଳେ ଭିତରେ ସୀତାଙ୍କୁଟି ନେଇ, ସମର୍ପ ଶ୍ରୀରାମଙ୍କୁ ଆମ୍ଭେ କହୁଥାଇଁ କୃଷ୍ଣସିଂହ ମହାଭାରତ, ବନ)