ଭିତରେ
ଭିତରେ
ଉଚ୍ଚାରଣ
ସମ୍ପାଦନାଦେଶଜ - କ୍ରି. ବିଣ; ଅବ୍ୟୟ (ସଂସ୍କୃତ - ଅଭ୍ୟନ୍ତର)
ସମ୍ପାଦନା- ୧. ଅନ୍ତଃସ୍ଥଳରେ —୧. Inside.
(ଉ<? ?>—ବାହାରେ
ସାରୁ ଭିତରେ ମାରୁ ଢଗ)
ଅନୁବାଦ
ସମ୍ପାଦନା- ୨. ଅନେକଙ୍କ ମଧ୍ୟରେ —୨. Amongst (many).
(ଉ — କୋଟିଏ ଭିତରେ ଗୋଟିଏ ମଣିଷ ଦେଖିଲିତ ନାହିଁ ଡୋଳେ ଢଗ)
- ୩. ହୃଦୟରେ; ମନରେ —୩. In the heart; mentally.
- ୪. ଦେହି;ଦ୍ୱାରା —୪. By.
(ଯଥା— ତୋ ଭିତରେ ଯାହା ହେବ ତାହା ତୁ କର)
- ୫. ଗୋପନରେ; ଗୁପ୍ତରେ; ଲୋକ ନୟନ ଅଗୋଚରରେ — ୫. Secretly.
(ଉ—ଦିହରେ ମାରିଛି ବହୁତ ଛାପ, ଭିତରେ କରୁଛି ଅପାର ପାପ ଢଗ)
- ୬. ସମୟର ସୀମା ମଧ୍ୟରେ — ୬. Within the time-limit of; during.
(ଉ—ତେତେବେଳେ ଭିତରେ ସୀତାଙ୍କୁଟି ନେଇ, ସମର୍ପ ଶ୍ରୀରାମଙ୍କୁ ଆମ୍ଭେ କହୁଥାଇଁ କୃଷ୍ଣସିଂହ ମହାଭାରତ, ବନ)