ଭାସିବା
ଭାସିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି—(ସଂସ୍କୃତ - ଭାସ୍ ଧାତୁ)
ସମ୍ପାଦନା- ୧. ଜଳ ବା ବାୟୁ ଉପରେ ଅବସ୍ଥିତ କରିବା —୧. To float on water or air.
- ୨. ବିପନ୍ନ ହେବା; ସର୍ବସ୍ୱାନ୍ତ ହେବା — ୨. To be ruined; to be overwhelmed with calamity.
- ୩. ପ୍ଳାବିତ ହେବା; ଜଳପୂର୍ଣ୍ଣ ହେବା —୩. To be overflooded; to be flooded with water.
[ଯଥା—ଏ ଦେଶ ଯାକ ନଈବଢ଼ିରେ ଭାସୁଛି; ତା ଆଖି ଲୁହରେ ଭାସୁଛି)
ପ୍ରାଦେଶିକ - (ବୌଦେ, କଳାହାଣ୍ଡି, ଗଡ଼ଜାତ)କ୍ରିୟାପଦ -
ସମ୍ପାଦନାପଙ୍କ ଓ ବାଲି ଆଦିରେ ଗୋଡ଼ ଦବିଯିବା (foot) To sink in mud-
(ଯଥା—ପଙ୍କରେ ମୋ ଗୋଡ଼ଟା ଭାସିଗଲା)