ଭାଳେଣି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାବନା)

ସମ୍ପାଦନା
୧. ଚିନ୍ତା; ମନର ବ୍ୟାକୁଳତା —୧. Anxiety.
୨. ଭାବନା —୨. Thought.



ଭାଳେଣି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଭାବନା)

ସମ୍ପାଦନା
୧. ମହାଚିନ୍ତା; ଉତ୍କଣ୍ଠା; ଦୁଶ୍ଚିନ୍ତା —୧. A great anxiety.
୨. ଚିନ୍ତା —୨. Through.

[ଉ—ଏମନ୍ତେ ହର ବାକ୍ୟ, ଶୁଣି, ଆନନ୍ଦେ କକରଇ ଭାଳେଣି ଜଗନ୍ନାଥ. ଭାଗବତ]

୩. ପରମର୍ଶ —୩. Consultation.

[ଉ—ଅଥୁ ଅନନ୍ତରେ ଯୁଧିଷ୍ଠିର ନରମଣି, ଭାଇଙ୍କ ତୁଳେ ବସି କଲେ ଏ ଭାଲୁଣି—କୃଷ୍ଣସିଂହ. ମହାଭାରତ]