ଭାରି
ଭାରି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ=ଭୟ ଦେଖାଇବା+କର୍ତ୍ତୃ. ଇ)
ସମ୍ପାଦନାସିଂହ — The lion.
ଦେଶଜ - ବିଶେଷଣ - (ସଂସ୍କୃତ - ବହୁଚର)
ସମ୍ପାଦନା- ୧. ଅତ୍ୟଧିକ — ୧. Much; excessive.
- ୨. ଅଧିକ; ବଡ଼ —୨. Great, large.
- ୩. ଦୁର୍ବହ; ଓଜନଦାର୍ —୩. Heavy; weighty.
- ୪. ଅତ୍ୟାବଶ୍ୟକ —୪. Important.
- ୫. (ସବାରି ବେହେରାଙ୍କ ଭାଷା) ଲୋକଗହଳ; ଜନତା ପୂର୍ଣ୍ଣ —୫. Crowded.
(ଯଥା—ଆଗଲା ଭାରି)
- ୬. ବ୍ୟଥାଯୁକ୍ତ —୬. painful.
(ଯଥା—ଆଜି ମୋ ମୁଣ୍ଡଟା ଭାରି ଲାଗୁଛି)
- ୭. ପୀଡ଼ାଯୁକ୍ତ —୭. Sick.
(ଯଥା—ଆଜି ମୋ ପେଟ ଭାରି ଲାଗୁଛି)
- ୮. ଅସହ୍ୟ —୮. Unbearable.
ଅନୁବାଦ
ସମ୍ପାଦନାଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ଅତ୍ୟନ୍ତ — ୧. Much.
- ୨. ଅତ୍ୟଧିକ ଭାବରେ; ଅତିଶୟ — ୨. Too; much.; excessively.
- ୩. (କ୍ରିୟା ସଙ୍ଗେ ଯୁକ୍ତ ହେଲେ; ଯଥା—ଚାଲ ଏଠାରୁ ଯିବା ଭାରି) ବାହାରି; କୌଣସି ସ୍ଥାନରୁ ବହିର୍ଗତ ହୋଇ —୩. Out; forth (of a place).
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାର)
ସମ୍ପାଦନା- ୧. ଭାର; ଗୁରୁତ୍ୱ; ଓଜନ —୧. Weight; heaviness.
(ଉ—ସେ କ୍ଷଣି ସେ ଘୋଡ଼ାଏ ଋତୁପର୍ଣ୍ଣ ଭାରି, ନ ସହି ଶୋଇଲେ ଭୂମିରେ ଆଣ୍ଠୁମାଡ଼ି. କୃଷ୍ଣସିଂହ. ମହାଭାରତ. ବନ)
- ୨. ଭିଡ଼; ଲୋକ ଗହଳି —୨. Crowd of men.
ଅନୁବାଦ
ସମ୍ପାଦନାଭାରି
|
ଗ୍ରାମ୍ୟ - (ଉତର) ବିଶେଷ୍ୟ - (ତୁଳ ବାଡ଼ି ସ୍ଥଳରେ ବାରି)
ସମ୍ପାଦନାଭାଡ଼ି (ଦେଖ) - —Bhāṟḍ̠i (See)