ଭାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ=ଭୟ ଦେଖାଇବା+କର୍ତ୍ତୃ. ଇ) ସମ୍ପାଦନା

ସିଂହ — The lion.

ଦେଶଜ - ବିଶେଷଣ - (ସଂସ୍କୃତ - ବହୁଚର) ସମ୍ପାଦନା

୧. ଅତ୍ୟଧିକ — ୧. Much; excessive.
୨. ଅଧିକ; ବଡ଼ —୨. Great, large.
୩. ଦୁର୍ବହ; ଓଜନଦାର୍ —୩. Heavy; weighty.
୪. ଅତ୍ୟାବଶ୍ୟକ —୪. Important.
୫. (ସବାରି ବେହେରାଙ୍କ ଭାଷା) ଲୋକଗହଳ; ଜନତା ପୂର୍ଣ୍ଣ —୫. Crowded.

(ଯଥା—ଆଗଲା ଭାରି)

୬. ବ୍ୟଥାଯୁକ୍ତ —୬. painful.

(ଯଥା—ଆଜି ମୋ ମୁଣ୍ଡଟା ଭାରି ଲାଗୁଛି)

୭. ପୀଡ଼ାଯୁକ୍ତ —୭. Sick.

(ଯଥା—ଆଜି ମୋ ପେଟ ଭାରି ଲାଗୁଛି)

୮. ଅସହ୍ୟ —୮. Unbearable.

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଅତ୍ୟନ୍ତ — ୧. Much.
୨. ଅତ୍ୟଧିକ ଭାବରେ; ଅତିଶୟ — ୨. Too; much.; excessively.
୩. (କ୍ରିୟା ସଙ୍ଗେ ଯୁକ୍ତ ହେଲେ; ଯଥା—ଚାଲ ଏଠାରୁ ଯିବା ଭାରି) ବାହାରି; କୌଣସି ସ୍ଥାନରୁ ବହିର୍ଗତ ହୋଇ —୩. Out; forth (of a place).

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାର) ସମ୍ପାଦନା

୧. ଭାର; ଗୁରୁତ୍ୱ; ଓଜନ —୧. Weight; heaviness.

(ଉ—ସେ କ୍ଷଣି ସେ ଘୋଡ଼ାଏ ଋତୁପର୍ଣ୍ଣ ଭାରି, ନ ସହି ଶୋଇଲେ ଭୂମିରେ ଆଣ୍ଠୁମାଡ଼ି. କୃଷ୍ଣସିଂହ. ମହାଭାରତ. ବନ)

୨. ଭିଡ଼; ଲୋକ ଗହଳି —୨. Crowd of men.

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ଉତର) ବିଶେଷ୍ୟ - (ତୁଳ ବାଡ଼ି ସ୍ଥଳରେ ବାରି) ସମ୍ପାଦନା

ଭାଡ଼ି (ଦେଖ) - —Bhāṟḍ̠i (See)