ଭାରତ ଗୌରବ

ଉଚ୍ଚାରଣ

ସମ୍ପାଦନା

ଭାରତ ରବି, ବାରତ ଚନ୍ଦ୍ର, ଭାରତଚନ୍ଦ୍ରମା, ଭାରତରତ୍ନଅନ୍ୟରୂପ

ସଂସ୍କୃତ - ବିଶେଷଣ - (ଆଧୁନିକ; ବହୁବ୍ରୀହି)

ସମ୍ପାଦନା

ଭାରତବର୍ଷର ଗୌରବ ବା ମର୍ଯ୍ୟାଦାବୃଦ୍ଧିକାରୀ ବ୍ୟକ୍ତି — (a person) Who is an ornament to India.

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଭାରତର ଶ୍ରେଷ୍ଠ ସନ୍ତାନ —An eminent Indian.