ଭାର
ଭାର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ=ଧାରଣ କରିବା+ଭାବ. ଅ)
ସମ୍ପାଦନା- ୧. ଗୁରୁତ୍ୱ; ଓଜନ —୧. Weight; heaviness.
- ୨. କ୍ରୋଧ ବା ଅଭିମାନ ଜନିତ ଗାମ୍ଭାର୍ଯ୍ୟ —୨. Sullenness due to anger or displeasure.
- ୩. (+କର୍ମ. ଅ) ରାଶି; ସମୂହ —୩. Multitude.
- ୪. ବୋଝ — ୪. load.
- ୫. ଦାୟିତ୍ୱ —୫. Responsibility; charge.
- ୬. (+କରଣ. ଅ) ପରିମାଣ ବିଶେଷ —୬. A standard of weight.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ନିର୍ଭରତା —୧. Dependence.
- ୨. ବାହୁଙ୍ଗିର ଦୁଇ ପାଖରେ ଝୁଲା ହୋଇ ଏକ ସଙ୍ଗେ କୁହାଯିବା ଦୁଇଟି ବୋଝ —୨. Two loads carried on one shoulder by means of a yoke.
- ୩. ଶିକା ଓ ବାହୁଙ୍ଗି —୩. A Banghy and its ୨ scales.
- ୪. ଜଣେ ଲୋକର ବାହୁଙ୍ଗିରେ ବୋହି ପାରିବା ପଦାର୍ଥର ପରିମାଣ —୪. As much as can be carried by a person on the shoulder by means of a yoke.
[ଦ୍ରଷ୍ଟବ୍ୟ —ବୋଝ ଗୋଟିକିଆ ଏବଂ ତାହା ମୁଣ୍ଡରେ ବା ପିଠିରେ ବୁହାଯାଏ ଭାର ଯୋଡ଼ିକିଆ ଏବଂ ତାହା ବାହୁଙ୍ଗିର ଦୁଇ ପାଖରେ ଝୁଲୁଥିବା ଶିକାଦ୍ୱାରା ବୁହାଯାଏ ଭାରର ଦୁଇ ପାଖର ପ୍ରତ୍ୟେକ ବୋଝକୁ ଅଙ୍ଗା ବୋଲାଯାଏ]
- ୫. ବନ୍ଧୁ ବାନ୍ଧବଙ୍କୁ ଭାରଦ୍ୱାରା ପଠାଯିବା ଉପଢ଼ୌକନ —୫. Presents sent to relatives (and generally carried by yokes).
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ଭାରି —୧. Heavy.
- ୨. କଷ୍ଟକର; ଚିନ୍ତା; ଖଠିନ —୨. Difficult.