ଭାତୁଆଣି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଭାତ ରନ୍ଧା ହେବା ପାଇଁ ପାକ ପାତ୍ରରେ ଯେଉଁ ଜଳ ଫୁଟୁଥାଏ —Water boiling in the cooking pot for boiled rice.

(ଉ—ପୁଣି ଆର ଗରିଆରେ ଭାତୁଆଣି ଦେଇ, କଞ୍ଚାଳିଆ କାଠ ନେଇ ଚୁଲିକି ଫିଙ୍ଗଇ—ପ୍ରାଚୀ. ନଳଚରିତ)