ଭାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ତ) ସମ୍ପାଦନା

୧. ପ୍ରକାଶିତ; ପ୍ରତିଭାତ —୧. Displayed; manifested; shining; resplendent.
୨. ଦୀପ୍ତ; ଆଲୋକିତ —୨. Lighted; illuminated.

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ପ୍ରଭାତ; ସକାଳ —Morning; dawn.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭକ୍ତ; ପ୍ରା. ଭତ୍ତ) ସମ୍ପାଦନା

୧. ସିଦ୍ଧ ତଣ୍ଡୂଳ; ଅନ୍ନ; ରନ୍ଧା ହୋଇଥିବା ଚାଉଳ —୧. Boiled rice.
୨. (ସୂଚିତାର୍ଥ) ଖାଦ୍ୟ —୨. Food;

(ଉ—ଦିନକୁ ଯାର ଘରେ ନ ଥାଏଟି ଭାତ; ବ୍ୟର୍ଥ ଅଟେ ବାବୁହେ ! ତାହାର ଜୀବିତ କୃଷ୍ଣସିଂହ. ମହାଭାରତ. ଉଦ୍ୟୋଗ)

୩. ଦାନା; ଜୀବିକା— ନିର୍ବାହର ଉପାୟ —୩. Means of living; livelihood.