ଭାଞ୍ଜିବା
ଭାଞ୍ଜିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଭାଞ୍ଜିବା
ଦେଶଜ - କ୍ରି. (ସଂସ୍କୃତ - ଭନଜ ଧାତୁ)—(ସକର୍ମକ) ସମ୍ପାଦନା
- ୧. ଭାଙ୍ଗିବା — ୧. To break into pieces.
(ଉ—ବୃକ୍ଷ ସ୍ଥାପିବା ସିନା କର୍ମ, ଭାଞ୍ଜିବା ଅତିହିଁ ଅଧର୍ମ ଭୂପତି. ପ୍ରେମପଞ୍ଚାମୃତ)
- ୨. ଲୁଗା ଆଦି ପ୍ରସ୍ତ ପ୍ରସ୍ତ କରି ଭାଙ୍ଗିବା —୨. To fold (cloth etc).
- ୩. (ଅକର୍ମକ) ପଳାଇବା —୩. To flee away.
(ଉ—ଶୁକ୍ରର ତେଜ ଯଜ୍ଞ ବଳେ, ଭୟେ ଭାଞ୍ଜିଲେ ଦିଗ— ପାଳେ ଜଗନ୍ନାଥ. ଭାଗବତ)