ଭାଜିବା
ଭାଜିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଭାଜିବା
(ଭାଜିଯିବା—ଅକର୍ମକ ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଭନଜ୍ ଧାତୁ)—(ଅକର୍ମକ)
ସମ୍ପାଦନା- ୧. ଭାଙ୍ଗିଯିବା; ଭଗ୍ନହେବା —୧. To be boken.
(ଉ—ଉରୁ ପବନକୁ ପାଇଣ ବୃକ୍ଷରାଜି, ଲତାଙ୍କର ଉପରେ ଛେଚି ହେଲେ ଭାଜି କୃଷ୍ଣସିଂହ. ମହାଭାରତ. ବନ)
- ୨. ରହିଯିବା; ଲୁପ୍ତପ୍ରାୟ ହେବା —୨. To be exhaused.
(ଉ—ଆଜି ନ ପାରଇ, ଭାଜିଛି ମୋ ବଳ, ରାଜି କରାଉଛ କିଞ୍ଚିତେ ଚିତ୍ତେ କବିସୂର୍ଯ୍ୟ. ସଙ୍ଗୀତ)
- ୩. (କୌଣସି ପ୍ରସ୍ତାବ) ରହିତ ହେବା —୩. (a proposal) To be kept in abeyance.
- ୪. ପଳାଇବା —୪. To flee away.
(ଉ—ଭୀମଙ୍କ ଶରଡରେ ଭାଜିଲେ ପଛକୁ କୃଷ୍ଣସିଂହ. ମହାଭାରତ. ବନ)
- ୫. ପରାଜିତ ହେବା — ୫. To be vanquished.
- ୬. ପରାଜିତ ହୋଇ ଛତ୍ରଭଙ୍ଗ ଦେବା —୬. To be routed after defeat.
- ୭. (ସକର୍ମକ) (ସଂସ୍କୃତ - ଭୃଜ୍ ଧାତୁ) ଭର୍ଜନ କରିବା —୭. To fry; to roast.