ଭାଗ କରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. କୌଣସି ପଦାର୍ଥକୁ ଭିନ୍ନ ଭିନ୍ନ ଅଂଶରେ ପୃଥକ୍ କରିବା —୧. To divide a thing in to parts or sharee.
୨. ବଣ୍ଟରା କରିବା —୨. To partition.
୩. (ଗଣିତ) ହରଣ କରିବା —୩. (arithmetic)To divide.
୪. ଭାଗ ଚଷିବା— (ଦେଖ) - —୪. Bhāga chashibā (See)