ଭାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିପୁଲିଙ୍ଗ - (ସଂସ୍କୃତ - ଭ୍ରାତୃ; ପ୍ରା. ଭାଇ) ସମ୍ପାଦନା

୧. ଭ୍ରାତା; ସହୋଦର — ୧. Brother.
୨. ଖୁଡ଼ୁତା ବା ଦେଡ଼ୁତାଙ୍କ ପୁଅ; ମାମୁଁ, ପିଉସା ବା ମଉସାଙ୍କ ପୁଅ —୨. Causin.
୩. କୁଟୁମ୍ୱୀ — ୩. Kinsman.
୪. ଏକ ଜନ୍ନଭୁମିର ସନ୍ତାନ — ୪. One's countryman.
୫. ସଙ୍ଗୀ —୫. Com panion.
୬. ଧର୍ମଭାଇ —୬. Godbrother.
୭. ଏକ ଜାତୀୟ ବା ସମାଜର ଅନ୍ତର୍ଗତ ବ୍ୟକ୍ତି — ୭. Member of a particular caste-guild or community.
୮. ଏକ ସ୍ଥାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି —୮. Persons working at the same place; colleague.
୯. ଏକ ସମ୍ପତ୍ତିର ଅଂଶୀଦାର —୯. Cosharers in a property.

ଦେଶଜ - ଅ ସମ୍ପାଦନା

ସମ ବୟସ୍କ, ସମସ୍କନ୍ଧ ବା ସମ ଅବସ୍ଥାପନ୍ନ ବ୍ୟକ୍ତିଙ୍କୁ ସମ୍ୱୋଧନ —A wordn addressed to peopla of the same age, position or condition.