ଭସାଣି
ଭସାଣି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଭସାଣି
|
ଦେଶଜ - ବିଶେଷଣ -
ସମ୍ପାଦନାଭାସି ଆସୁଥିବା —Floating.
(ଉ—ଭସାଣି ଜାହାଜଟାକୁ ବାଟରେ ଓଗାଳି ରଖିବେ ଫକୀରମୋହନ ଗଳ୍ପସ୍ୱଳ୍ପ)
ଦେଶଜ - ବି
ସମ୍ପାଦନାନଈ ବଢ଼ିରେ ବା ସମୁଦ୍ରରେ ଭାସି ଆସୁଥିବା ବସ୍ତୁ — Flotsam; things found floating on the water of a river of sea.