ଭସାଣି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା

ଭାସି ଆସୁଥିବା —Floating.

(ଉ—ଭସାଣି ଜାହାଜଟାକୁ ବାଟରେ ଓଗାଳି ରଖିବେ ଫକୀରମୋହନ ଗଳ୍ପସ୍ୱଳ୍ପ)

ଦେଶଜ - ବି

ସମ୍ପାଦନା

ନଈ ବଢ଼ିରେ ବା ସମୁଦ୍ରରେ ଭାସି ଆସୁଥିବା ବସ୍ତୁ — Flotsam; things found floating on the water of a river of sea.