ଭଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରକାର —Sort; kind.

ଦେଶଜ - ଅ ସମ୍ପାଦନା

୧. ସଦୃଶ; ତୁଲ୍ୟ; ସମାନ —୧. Like; similar.
୨. ଯୋଗ୍ୟ — ୨. Deserving.

(ଉ—ତୋ ଚରଣ ସେବା ଭଳି, ନୋହିଲେ ଯେବେରେ ଅଳି କବିସୂର୍ଯ୍ୟ— ସଙ୍ଗୀତ)

୩. ପ୍ରାୟ —୩. A bout.