ଭରଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଭରଣ+ଈ) ସମ୍ପାଦନା

ଦ୍ୱିଜା ନକ୍ଷତ୍ର; ସପ୍ତବିଂଶତି ନକ୍ଷତ୍ର ମଧ୍ୟରୁ ୩ଗୋଟିତାରକାଯୁକ୍ତ ତ୍ରିକୋଣାକାର ନକ୍ଷତ୍ର ବିଶେଷ; ୨ୟ ନକ୍ଷତ୍ର —The ୨nd asterism.

(ନକ୍ଷତ୍ର ତଳେ ଟିକା ଦେଖ)

ପ୍ରାଦେଶିକ - (ସୋନପୁର) ବିଶେଷ୍ୟ - ସମ୍ପାଦନା

ଆଶ୍ୱିତ ପର୍ବତରେ ସମଲାଈ ଠାକୁରାଣୀଙ୍କୁ ଉଭା ପାଇଁ ବଜା ଯିବା ଚେପଟା ଢ଼ୋଲର ଉକୁଟ ଓ ଛିଣ୍ଡ଼ାଣ ଅନୁସାରେ ଏକ ଥର ବାଦନ —

The cadenced beating or fanfare of flat drums according to a fixed tune in order to make Samal&aline;i̱ Ṭhākurāṇ ī possess of a person.

[ଦ୍ରଷ୍ଟବ୍ୟ —ଏହିପରି ଷୋଳ ଭରଣୀ ପୂର୍ଣ୍ଣ ହେଲେ ଠାକୁରାଣୀ କାଳିଶୀଠାରେ ଉଭା ହୁଅନ୍ତି]

ପ୍ରାଦେଶିକ - (ଗଞ୍ଜାମ) ସମ୍ପାଦନା

ଫରୁଆ —A gallipot.