ଭବିଷ୍ୟତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଭବିଷ୍ୟତ୍) ସମ୍ପାଦନା

ଯାହା ପରେ ଘଟିବ —Future.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଆଗାମୀ ସମୟ —୧. The future.
୨. ଭବିଷ୍ୟତ୍ ଘଟନା —୨. Future event.