ଭଜାଇ ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ସାକ୍ଷାତ୍ ପ୍ରମାଣ ଦ୍ୱାର କୌଣସି ବିଷୟର ସତ୍ୟତା ପ୍ରତିପନ୍ନ କରାଇବା — ୧. To have the truth of a matter established by proof.
୨. ସମ୍ପୃକ୍ତ ବ୍ୟକ୍ତିର ଉପସ୍ଥିତି ଓ ଉକ୍ତିଦ୍ୱାରା କୌଣସି ବିଷୟର ସଭ୍ୟତା ବା ଅସତ୍ୟତା ପ୍ରମାଣ କରାଇବା —୨. To have a thing proved or disproved by confronting the person concerned.