ଭଜାଇବା ମଜାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭଜା(ଜେ)ଇ ମଜା(ଜେ)ଇ ରଖିବା, ଭଜା(ଜେ)ଇବା ରଜା(ଜେ)ଇବାଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - କ୍ର (ସହଚର)—ସଂସ୍କୃତ - ଭଜ୍. ଧାତୁ ଓ ମସଜ୍ ଧାତୁ ସମ୍ପାଦନା

ଭରଜେଇବା, କୌଣସି ବ୍ୟକ୍ତିର ମରଜି ନେବା; କୌଣସି ବ୍ୟକ୍ତିକୁ ପ୍ରସନ୍ନ ବା ସନ୍ତୁଷ୍ଟ କରିବା; ବାକ୍ୟ, ସେବା ଓ କାର୍ଯ୍ୟଦ୍ୱାର କୌଣସି ବ୍ୟକ୍ତିକୁ ପ୍ରସନ୍ନ ରଖିବା —To keep a person well pleasd with one's words, devotion or action.