ଭଜନ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ସଂସ୍କୃତ - ଭଜ୍ ଧାତୁ)—ଦେବତାଙ୍କ ନାମ ସ୍ମରଣ କରିବା, ଭଜିବା —୧. To repeatedly recite the names of a deity.
୨. ସର୍ବଦା କୌଣସି ବ୍ୟକ୍ତିକୁ ସ୍ନେହ ବା ଭକ୍ତି ସହିତ ସ୍ମରଣ କରିବା; ସୁମରିବା; ଝୂରିବା —୨. To cherish the memory of a person constantly.
୩. ସ୍ତବ କରିବା —୩. To pray.
୪. ଆଶ୍ରୟ ନେବା —୪. To take shelter or refuge.
୫. ଲଭିବା, ଭଜିବା; ପ୍ରାପ୍ତ ହେବା —୫. To get, to attain.

(ଯଥା—ମୃତ୍ୟ ଭଜନ କରିବା)

୬. ସେବା କରିବା —୬. To serve.