ଭଜନାନନ୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ, ଲୋ) ସମ୍ପାଦନା

ଈଶ୍ୱରଭଜନକାରୀ ବ୍ୟକ୍ତିର ଅନୁଭୂତ ଆନନ୍ଦ —The happiness experienced by a person who prays to God.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଯେ ଈଶ୍ୱରଭଜନରେ ଆନନ୍ଦ ଲାଭ କରେ —Happy in the worship of god

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କ ନାମ —A name given to males.