ଭଜନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ+ଭାବ. ଅନ) ସମ୍ପାଦନା

୧. ଦେବାଦିଙ୍କର ସ୍ତୁତି ଗାନ ବା ମହିମା କୀର୍ତ୍ତନ ବା ନାମକୀର୍ତ୍ତନ — ୧. Reciting the praise of gods or deities; repeatedly reciting the name of the worshipped deity.
୨. ଆରାଧନା; ଉପାସନା — ୨. Praying.
୩. ସେବା —୩. Serving; service; atendance.
୪. ଅର୍ଚ୍ଚନ, ପୂଜା — ୪. Worship; adoration.
୫. ଆଶ୍ରୟଗ୍ରହଣ — ୫. Taking shelter under.
୬. ଆତ୍ମ ସମର୍ପଣ —୬. Yielding one;s self up to; surrendering one's self.
୭. ବାରଂବାର କୌଣସି ବ୍ୟକ୍ତିଙ୍କ ନାମସ୍ମରଣ —୭. Recalling and repeating the name of a person.
୮. ଭାଗ କରିବା —୮. Dividing.
୯. (+କର୍ମ, ଅନ) ଭାଗ —୯. Share; allotment.
୧. (+ଅଧି— କରଣ ଅନ) ଦେବତାଙ୍କ ସ୍ତବ; ସ୍ତୁତି, ସ୍ତୋତ୍ର —୧୦. Hymn

ଦେଶଜ - ବିଶେଷ୍ୟ - ସମ୍ପାଦନା

ଲୋକଙ୍କ ନାମ —Name given to persons.