ଭଜକଟ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭ଼ଜକଟରେ ପଶି(ଡ଼ି)ବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ଉଦ୍ଦେଶ୍ୟର ସାଧନ ନିମନ୍ତେ ନାନା କଷ୍ଟସାଧ୍ୟ ଉଦ୍ୟମରେ ସଂଶ୍ଳିଷ୍ଟ ହେବା — ୧. To be entangled in confused actions with a view to achieve one's object.
୨. ଗୋଳମାଳରେ ପଶିବା —୨. To be involved in confusion and entanglements.
୩. ହଟହଟାରେ ପଡ଼ିବା —୩. To fall into a false position or predicament.