ଭଜକଟ କରିବା
ଭଜକଟ କରିବା
ଉଚ୍ଚାରଣ
ସମ୍ପାଦନା(ଭ଼ଜକଟରେ ପଶି(ଡ଼ି)ବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଭଜକଟ କରିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. କୌଣସି ଉଦ୍ଦେଶ୍ୟର ସାଧନ ନିମନ୍ତେ ନାନା କଷ୍ଟସାଧ୍ୟ ଉଦ୍ୟମରେ ସଂଶ୍ଳିଷ୍ଟ ହେବା — ୧. To be entangled in confused actions with a view to achieve one's object.
- ୨. ଗୋଳମାଳରେ ପଶିବା —୨. To be involved in confusion and entanglements.
- ୩. ହଟହଟାରେ ପଡ଼ିବା —୩. To fall into a false position or predicament.