ଭଜକଟ
ଭଜକଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବି—(ଭଞ୍ଜନ ଓ କର୍ତ୍ତନ=ଭାଙ୍ଗିବା ଓ କାଟିବା ରୂପ କଷ୍ଟକର କାର୍ଯ୍ୟ, ବା ବାଭଜନ ଓ କୁଷ୍ଟା କମ୍ମା ଭଙ୍ଗା ଓ କଷ୍ଟ)
ସମ୍ପାଦନା- ୧. ବ୍ୟାଘାତ, ବିଘ୍ନ —୧. Obstruction; impediment.
- ୨. ବିଷମ ସମସ୍ୟ — ୨. Dilemma; difficult predicament.
- ୩.
କଷ୍ଟକର ଉଦ୍ଯୋଗ, କଷ୍ଟଦାୟକ ଉଦ୍ଯୋଗ —୩. Difficult exertion.
- ୪. କଷ୍ଟଜନକ କର୍ତ୍ତବ୍ୟ କାର୍ଯ୍ୟ — ୪. Difficult task.
- ୫. ଗୋଳମାଳିଆ କାର୍ଯ୍ୟ — ୫. Confused; confusion.
- ୭. କୌଣସି କାର୍ଯ୍ୟ ନିମନ୍ତେ ଅବଲମ୍ୱିତ ନାନା ଉପାୟ —୭. Expedients followed to attaoin one's object.