ଭଜକଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ଭଞ୍ଜନ ଓ କର୍ତ୍ତନ=ଭାଙ୍ଗିବା ଓ କାଟିବା ରୂପ କଷ୍ଟକର କାର୍ଯ୍ୟ, ବା ବାଭଜନ ଓ କୁଷ୍ଟା କମ୍ମା ଭଙ୍ଗା ଓ କଷ୍ଟ) ସମ୍ପାଦନା

୧. ବ୍ୟାଘାତ, ବିଘ୍ନ —୧. Obstruction; impediment.
୨. ବିଷମ ସମସ୍ୟ — ୨. Dilemma; difficult predicament.
୩.
କଷ୍ଟକର ଉଦ୍ଯୋଗ, କଷ୍ଟଦାୟକ ଉଦ୍ଯୋଗ —୩. Difficult exertion.

୪. କଷ୍ଟଜନକ କର୍ତ୍ତବ୍ୟ କାର୍ଯ୍ୟ — ୪. Difficult task.
୫. ଗୋଳମାଳିଆ କାର୍ଯ୍ୟ — ୫. Confused; confusion.
୭. କୌଣସି କାର୍ଯ୍ୟ ନିମନ୍ତେ ଅବଲମ୍ୱିତ ନାନା ଉପାୟ —୭. Expedients followed to attaoin one's object.