ଭଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଭଜି—ଆଦକାର୍ଥକ ରୂପ)

[ ଭଜିଆ—ଅନାଦରାର୍ଥକ ରୂପ]

ଭଜଗୋବିନ୍ଦ, ଭଜନ, ଭଜନା, ଭଜନାନନ୍ଦ, ଭଜନ, ଭଜି(ଜୀ),ଭଜିଆ(ୟା), ଭଜମନ, ଭଜହରିଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

ଲୋକଙ୍କୁ ଦିଆଯିବା ନାମ —Names given to persons.

ସଂସ୍କୃତ - କ୍ରି—(ଭଜ୍ ଧାତୁ ଲୋଟ ମଧ୍ୟମ ପୁରୁଷ ୧ବଚନ) ସମ୍ପାଦନା

ଭଜନା କର —Do worship.

(ଉ—ଭଜ ମନ କଳା କହ୍ନାଇ, ଭଜିଲେ ଏ ଦୁଃଖ ରହିବ ନାହିଁ)