ଭଚକାଇବା
ଭଚକାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଭଚକାଇବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଧମକାଇବା; ଭୟ ଦେଖାଇବା; ଭୀତଗ୍ରସ୍ତ କରାଇବା —୧. To threaten; to stun a person with fear; to terrify a person.
- ୨. ପଶ୍ଚା— ଦ୍ଧାବକକୁ ଏଡ଼ବା; ଭଚକା ମାରିବା —୨. To evade a chase.
- ୩. ଭଣ୍ଡାଇବା —୩. To put off a person on some excuse.