ଭଚକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଧମକାଇବା; ଭୟ ଦେଖାଇବା; ଭୀତଗ୍ରସ୍ତ କରାଇବା —୧. To threaten; to stun a person with fear; to terrify a person.
୨. ପଶ୍ଚା— ଦ୍ଧାବକକୁ ଏଡ଼ବା; ଭଚକା ମାରିବା —୨. To evade a chase.
୩. ଭଣ୍ଡାଇବା —୩. To put off a person on some excuse.