ଭଙ୍ଗୀୟାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ ଭଙ୍ଗୀୟସୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. (ଭଙ୍ଗ+ଈୟସ; ୧ମା ୧ବ)— ଯେ ରଣରେ ଭଙ୍ଗଦେଇ ପଳାୟନ କରେ — ୧. Deserting from the thick of
a fight; renegade from the rank of the army.

୨. (ଭଙ୍ଗି+ଇୟସ୍; ୧ମା ୧ବଚନ)— ଭାଙ୍ଗିମାନ୍ [ଦେଖ] —୨. Bhaṅgimān [See]