ଭଙ୍ଗିମାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଭଙ୍ଗିମତୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଙ୍ଗି+ମତ୍ ଅସ୍ତ୍ୟର୍ଥେ; ୧ମା ୧ବଚନ) ସମ୍ପାଦନା

୧. ତରଙ୍ଗିତ —୧. Waving.
୨. ଭଙ୍ଗିମା; ଛଇଳ —୨. Assuming charming ways.
୩. କୌତୁକୀ —୩. Sport ful, wanton.