ଭଙ୍ଗିବଚନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପରିହାସ ବାଣୀ —୧. Jocose words.
୨. ରସିକତାପୂର୍ଣ୍ଣ ବାକ୍ୟ —୨. Witty saying.

[ଉ—ସଙ୍ଗିନୀଏ ଏହିକାଳେ ଭଙ୍ଗୀବଚନ ପ୍ରକାଶ କଲେ—ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ ୩୫ ୧୨: ]