ଭଗ ଲି କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ଥଟ୍ଟା କରିବା —୧. To cut jokes; to jest.
୨. ବାହାନା କରିବା —୨. To feign.
୩. ପ୍ରଶ୍ନର ଠିକ୍ ଯବାବ୍ ନ ଦେଇ ଏଣୁ ତେଣୁ ଯବାବ୍ ଦେବା — ୩. To return evasive answers to questions; to prevaricate.