ଭଗ୍ନ ଦୂତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭଗ୍ନ ପଦାତିକ, ଭଗ୍ନ ପାଇକଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

୧. ଅତିକ୍ଳାନ୍ତ ଦୂତ —୧. An over-fatigued messenger.
୨. ଯେଉଁ ସୈନ୍ୟ ଯୁଦ୍ଧକ୍ଷେତ୍ରରୁ ପଳାଇ ଆସି ଆପଣା ପକ୍ଷର ପରାଜୟବାର୍ତ୍ତା ଆପଣା ରାଜ୍ୟରେ ବା ରାଜାକୁ ଜଣାଏ —୨. A fugitive who carries the news of his party's, defeat to the headquarters.