ଭଗ୍ନ ଚିତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଗ୍ନଚେତାଃ, ଭଗ୍ନମନା, ଭଗ୍ନହୃଦୟ—ଅନ୍ୟରୂପ)

(ଭଗ୍ନଚିତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଣପୁଲିଙ୍ଗ - (ବହୁବ୍ରୀହି) ସମ୍ପାଦନା

୧. ନିରାଶ —୧. Hopeless.
୨. ହତାଶ —୨. Desperate.